ହେଲସିଙ୍କି ସାମ୍ବା କାର୍ନିଭାଲ

ଉଇକିପିଡ଼ିଆ‌ରୁ
୨୦୦୪ କାର୍ନିଭାଲ 
୨୦୧୧ କାର୍ନିଭାଲ 
୨୦୧୪ କାର୍ନିଭାଲ 

ହେଲସିଙ୍କି ସାମ୍ବା କାର୍ନିଭାଲ ଏକ ବାର୍ଷିକ ସାମ୍ବା କାର୍ନିଭାଲ ଯାହା ଫିନଲାଣ୍ଡର ରାଜଧାନୀ ହେଲସିଙ୍କିରେ 1991ରୁ ହେଇଆସୁଛି । 

ଏହି କାର୍ନିଭାଲ ପ୍ରତିବର୍ଷ ମଇ ମାସର ପ୍ରଥମ ତୋ ମଧ୍ୟ ଯାଏ ସପ୍ତାହ ଶେଷରେ ହେଇଥାଏ । ଏହା ଫିନଲାଣ୍ଡର ଜାତୀୟ ଦିବସ ମେ ୧୨ ନିକଟ ସମୟରେ ହୁଏ । ଋଓ କାର୍ନିଭାଲ ପରି ଏହା ଜାନୁୟାରୀରୁ ମାର୍ଚ ମଧ୍ୟରେ ହେଇ ପାରେ ନାହିଁ , କାରଣ ସେହି ସମୟରେ ଫିନଲାଣ୍ଡରେ ତାପମାନ ଖୁବ କମ ରହି ବରଫପାତ ହେଇଥାଏ ।   

ଇତିହାସ [ସମ୍ପାଦନା]

ଏହି ଫେଷ୍ଟିଭାଲର ନିଜର କଉଣଶି ଏଇତିହାସିକ ପୃଷ୍ଠଭୂମି ନାହିଁ । ତେବେ ଏହା ବ୍ରାଜିଲ ଦେଶର ଋଓ ସହରରେ ହଉଥିବା ସମପରକାର ଉତ୍ଶାବଦ୍ୱାରା ପ୍ରେରିତ । ୨୦୦୭ ମସିହାରେ ଫିନଲାଣ୍ଡର ରାଷ୍ଟ୍ରପତି ତରଜା ହାଲୋନେନ ସେହି ଉତ୍ସବରେ ଭାଗନେଇଥିଲେ । ଏହି ଫେଷ୍ଟିଭାଲ ଫିନ୍ନିସ ସମ୍ବା ସ୍କୁଲ ଆସୋସିଏସନଦ୍ୱାରା ସଂଗଠିତ ହେଇଥାଏ । 

ଗ୍ୟାଲେରି[ସମ୍ପାଦନା]

External links[ସମ୍ପାଦନା]