ସାୟନ୍ତିକା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ସାୟନ୍ତିକା ବାନାର୍ଜୀ
ପଶ୍ଚିମ ବଙ୍ଗ ରାଜ୍ୟ ସଭାପତି, ତୃଣମୂଳ କଂଗ୍ରେସ
Assumed office
୫ ଜୁନ ୨୦୨୧
ରାଷ୍ଟ୍ରପତିସୁବ୍ରତ ବକ୍ସି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1986-08-12) ୧୨ ଅଗଷ୍ଟ ୧୯୮୬ (ବୟସ ୩୭)
କଲିକତା, ପଶ୍ଚିମ ବଙ୍ଗ, ଭାରତ
ରାଜନୀତିକ ଦଳଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ
ବୃତ୍ତି
  • ଅଭିନେତ୍ରୀ
  • ରାଜନେତା
  • ସମାଜସେବୀ

ସାୟନ୍ତିକା ବାନାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି ।[୧] ୨୦୦୮ ମସିହାରେ, ସେ ବଙ୍ଗଳା ଦୂରଦର୍ଶନରେ ଓ ୨୦୦୯ ମସିହାରୁ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୨ ମସିହାରେ, ତାଙ୍କ ଅଭିନୀତ କଥାଚିତ୍ର ଆୱାରାକୁ ବ୍ୟବସାୟିକ ସଫଳତା ମିଳିଥିଲା ।[୨] ୨୦୧୨ ମସିହାରେ, ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ, ସେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।[୩]

ଅଭିନୟ ଜୀବନ[ସମ୍ପାଦନା]

Banerjee started her career with the dancing reality show Naach Doom Macha Ley. Then she worked in films such as Target, Hangover and Mone Pore Ajo Sei Din, which did not do well at the box office. In 2012, she acted in Awara with Jeet, which got commercial success at the box office.[୧] In 2012, she acted in another film; Shooter. In the review of the film, The Times of India wrote:[୪]

"The film totally reeks of that age-old concept which certainly doesn't work anymore. Moreover, the lack of hero-like qualities in Joy (who played the lead protagonist Dibya aka Deba), poor dialogues and ample amount of vulgarity and unnecessary violence made it worse. Sayantika as Meghna showed some potential."

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଚ୍ୟାନେଲ୍
୨୦୦୮ ନାଚ୍ ଧୁମ୍ ମଚା ଲେ ରୂପଷି ବାଂଲା
୨୦୧୫ ବିନ୍ଦାସ ଡ୍ୟାନ୍ସ କଲର୍ସ ବାଂଲା
୨୦୧୭ ବିନ୍ଦାସ ଡ୍ୟାନ୍ସ ସିଜିନ୍ ୨

ଅଭିନୀତ କଥାଚିତ୍ର[ସମ୍ପାଦନା]

Key
Denotes films that have not yet been released
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୯ ଘର ସଂସାର ମିଲି
୨୦୧୦ ଟାର୍ଗେଟ: ଦି ଫାଇନାଲ୍ ମିଶନ ପ୍ରୀତି
ହ୍ୟାଙ୍ଗଓଭର୍ ମିଲି ମିତ୍ର
୨୦୧୧ ପାପି ଆଇପିଏସ୍ ଜ୍ୟୋତି
ମନେ ପରେ ଆଜୋ ସେଇ ଦିନ ସୁନୈନା [୫]
୨୦୧୨ ଆୱାରା ପୌଲୋମି
ଶୁଟର୍ ମେଘ୍ନା
୨୦୧୪ ବିନ୍ଦାସ୍ କାଜଲ [୬]
୨୦୧୫ ହିରୋଗିରି ଡ. ନନ୍ଦିନୀ
୨୦୧୬ ପାୱାର୍ ଅଞ୍ଜଳି [୭]
କେଲୋର କୀର୍ତ୍ତି ପ୍ରିୟା
ଅଭିମାନ ସରୋଜିନୀ [୮]
ବ୍ୟୋମକେଶ ପାୱର୍ବୋ ଗୁଲାବ ବାଇ [୯]
୨୦୧୭ ଆମି ଯେ କେ ତୋମାର ପ୍ରାଚୀ
୨୦୧୮ ଉମା ମେନକା
ନାକାବ ଅନୁରାଧା
ବାଘ ବନ୍ଦି ଖେଳ ଦେବଶ୍ରୀ
୨୦୧୯ ଶେଷ ଥେକେ ଶୁରୁ ମଧୁବାଳା
୨୦୨୨ ସେଭିଂ ଆକାଉଣ୍ଟ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ କଥାଚିତ୍ର ଫଳାଫଳ
୨୦୧୨ ବେଙ୍ଗଲ ୟୁଥ୍ ଆୱାର୍ଡ଼ ବେଷ୍ଟ ରୋମାଣ୍ଟିକ ଯୋଡ଼ି ମନେ ପରେ ଅଜୋ ସେଇ ଦିନ ବିଜୟୀ
୨୦୧୩ ପପୁଲାର୍ ୟୁଥ୍ ଷ୍ଟାର୍ (ଫିମେଲ୍) ଆୱାରା
୨୦୧୮ ଶ୍ରେଷ୍ଠ ଅଭିନେତ୍ରୀ ଆମି ଯେ ତୋମାର

ଆଧାର[ସମ୍ପାଦନା]

  1. ୧.୦ ୧.୧ "Joy and I are great friends: Sayantika". The Times of India. Archived from the original on 7 August 2013. Retrieved 30 October 2012.
  2. "My-only-fitness-idol-is-my-father-Sayantika". The Times of India. Retrieved 9 October 2014.
  3. "Bengali actor Sayantika Banerjee joins TMC ahead of West Bengal Assembly polls". The New Indian Express. Retrieved 9 March 2021.
  4. "Shooter film". The Times of India. 19 August 2012. Retrieved 30 October 2012.
  5. "Mone Pore Ajo Sei Din Movie Review, Trailer, & Show timings". Timesofindia.indiatimes.com. 15 December 2011. Retrieved 29 October 2016.
  6. "Is-Dev-dating-Sayantika". Timesofindia.indiatimes.com. 18 September 2013. Retrieved 29 December 2016.
  7. "Jeet in a new avtar". Eisamay. Retrieved 5 November 2015.
  8. "road-side-egg-roll-is-a-must-have-in-puja-sayantika". Timesofindia.indiatimes.com. 8 October 2016. Retrieved 27 December 2016.
  9. "Saroj Khan Choreographs Sayantika Banerjee Watch Dance Rehearsal Making Of Byomkesh Pawrbo Film". wn.com. 8 December 2016. Retrieved 4 January 2017.

ବାହାର ଲିଙ୍କ୍[ସମ୍ପାଦନା]