ମୋବୋସର୍ଟିନିବ

ଉଇକିପିଡ଼ିଆ‌ରୁ
ମୋବୋସର୍ଟିନିବ
Clinical data
Trade namesExkivity
SynonymsTAK-788, AP-32788
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Identifiers
  • Propan-2-yl 2-(4-{[2-(dimethylamino)ethyl]methylamino}-2-methoxy-5-(prop-2-enamido)anilino)-4-(1-methyl-1H-indol-3-yl)pyrimidine-5-carboxylate
Chemical and physical data
FormulaC32H39N7O4
Molar mass୫୮୫.୭୧ g·mol−1
3D model (JSmol)
  • CC(C)OC(=O)C1=CN=C(N=C1C2=CN(C3=CC=CC=C32)C)NC4=C(C=C(C(=C4)NC(=O)C=C)N(C)CCN(C)C)OC
  • InChI=1S/C32H39N7O4/c1-9-29(40)34-24-16-25(28(42-8)17-27(24)38(6)15-14-37(4)5)35-32-33-18-22(31(41)43-20(2)3)30(36-32)23-19-39(7)26-13-11-10-12-21(23)26/h9-13,16-20H,1,14-15H2,2-8H3,(H,34,40)(H,33,35,36)
  • Key:AZSRSNUQCUDCGG-UHFFFAOYSA-N

ମୋବୋସର୍ଟିନିବ (ଇଂରାଜୀ ଭାଷାରେ Mobocertinib), Exkivity ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଆଗେଇ ଯାଇଥିବା ଏପିଡର୍ମାଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ଏକ୍ସନ୍ ୨୦ ଇନର୍ସନ ମ୍ୟୁଟେସନ୍ ସହିତ ଥିବା ମାମଲାଗୁଡ଼ିକ ପାଇଁ ବ୍ୟବହୃତ ହୁଏ ।[୨] ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ଅଇ, ପାଟିର ପ୍ରଦାହ, ବାନ୍ତି, ଭୋକ କମିବା, ଆଙ୍ଗୁଠି ନଖ ସଂକ୍ରମଣ, ଥକ୍କାଣ, ଶୁଷ୍କ ଚର୍ମ ଏବଂ ମାଂସପେଶୀ-ଅସ୍ଥି ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, କମ୍ ରକ୍ତ ପୋଟାସିୟମ୍, ଅଗ୍ନାଶୟ ପ୍ରଦାହ, ନିମୋନାଇଟିସ୍ ଏବଂ କ୍ୟୁଟିସି (QTc) ବିସ୍ତାର ପରି ହୃତପିଣ୍ଡ ସମସ୍ୟା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏକ୍ସନ୍ (exon) ୨୦ ଅଞ୍ଚଳରେ ମ୍ୟୁଟେସନ୍ ବହନ କରୁଥିବା ଏପିଡର୍ମାଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟରକୁ (EGFR) ବିଶେଷ ଭାବରେ ପ୍ରତିରୋଧ କରିଥାଏ ।[୫]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ମୋବୋକ୍ରେଟିନିବ ଅନୁମୋଦିତ ହୋଇଥିଲା ।[୨] ଏହା ବ୍ରିଟେନରେ ଉପଲବ୍ଧ ଥିବାବେଳେ ଏହା ୟୁରୋପରେ ଅନୁମୋଦିତ ନୁହେଁ ।[୬] ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୭୮୦୦ ପାଉଣ୍ଡ ଅଟେ [୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୪୬୦୦ ଡଲାର ଅଟେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Exkivity APMDS". Therapeutic Goods Administration (TGA). 1 August 2022. Archived from the original on 2 August 2022. Retrieved 2 August 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Exkivity- mobocertinib capsule". DailyMed. Archived from the original on 1 October 2021. Retrieved 30 September 2021.
  3. "Exkivity 40 mg hard capsules - Summary of Product Characteristics (SmPC)". (emc). 24 March 2022. Archived from the original on 25 March 2022. Retrieved 24 March 2022.
  4. "FDA grants accelerated approval to mobocertinib for metastatic non-sma". U.S. Food and Drug Administration (FDA). 16 September 2021. Archived from the original on 16 September 2021. Retrieved 16 September 2021.  This article incorporates text from this source, which is in the public domain.
  5. "Mobocertinib Monograph for Professionals". Drugs.com (in ଇଂରାଜୀ). Archived from the original on 3 July 2022. Retrieved 27 October 2022.
  6. ୬.୦ ୬.୧ "Mobocertinib". SPS - Specialist Pharmacy Service. 28 March 2020. Archived from the original on 11 April 2022. Retrieved 27 October 2022.
  7. "Exkivity Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 27 October 2022.